Advertisment

ବିଜେଡି ନେତାଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସାମ୍ନାରେ ଭୋ ଭୋ କାନ୍ଦିଲେ ଏହି ବ୍ୟକ୍ତି । ରାଜ୍ୟର ଜଣେ ବଡ଼ ନେତାଙ୍କ ବିରୋଧରେ ଆଣିଲେ ସଙ୍ଗୀନ ଅଭିଯୋଗ...

author-image
Manoj Swain

ଆଜିଠୁ ଆରମ୍ଭ ହେଉଛି ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ଶିବିର। ଅଭିଯୋଗ ନେଇ ଆସିଛନ୍ତି ଶହ ଶହ ଲୋକ। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସାମ୍ନାରେ ଭୋ ଭୋ କାନ୍ଦିଲେ ଏହି ବ୍ୟକ୍ତି । ରାଜ୍ୟର ଜଣେ ବଡ଼ ନେତାଙ୍କ ବିରୋଧରେ ଆଣିଲେ ସଙ୍ଗୀନ ଅଭିଯୋଗ...

Advertisment
Odisha Odisha Cm