Advertisment

‘ମୁଁ ଯାଉଛି ଝିଅକୁ ଧରି ନଦୀକୁ ଡେଇଁବି’

ଅଢ଼େଇ ବର୍ଷର ଝିଅକୁ ଧରି ବୈତରଣୀ ସେତୁରୁ ନଦୀକୁ ଡେଇଁ ପଡ଼ିଲା ବାପା।

author-image
Manoj Swain

ଅଢ଼େଇ ବର୍ଷର ଝିଅକୁ ଧରି ବୈତରଣୀ ସେତୁରୁ ନଦୀକୁ ଡେଇଁ ପଡ଼ିଲା ବାପା। ଏପର୍ଯ୍ୟନ୍ତ ବାପଝିଅଙ୍କର କୌଣସି ପତ୍ତା ମିଳିନାହିଁ। ଭଦ୍ରକ ଭଣ୍ଡାରୀପୋଖରୀ ଥାନା ଆଖୁଆପଦା ବୈତରଣୀ ସେତୁ ଉପରେ ଗତକାଲି ରାତିରେ ଘଟିଛି ଏହି ଘଟଣା।

Advertisment
Odisha Bhadrak