Advertisment

ମାଟି ତଳୁ ମିଳିଲା ମାରଣାସ୍ତ୍ର

କାଲିମେଳା ଥାନା କୁରୁମାନୁର ଜଙ୍ଗଲର ମାଟି ତଳୁ ଉଦ୍ଧାର ହୋଇଛି ମାଓ ସାମଗ୍ରୀ।

author-image
Biswajit Samal
ଅଦ୍ୟତନ ହୋଇଛି
Malkangiri

Malkangiri

ମାଲକାନଗିରି ପୁଲିସକୁ ବଡ଼ ସଫଳତା। ମାଟି ତଳୁ ବିପୁଳ ମାଓ ସାମଗ୍ରୀ ଜବତ। କାଲିମେଳା ଥାନା କୁରୁମାନୁର ଜଙ୍ଗଲର ମାଟି ତଳୁ ଉଦ୍ଧାର ହୋଇଛି ମାଓ ସାମଗ୍ରୀ।

Advertisment

ମାଟିତଳୁ ଉଦ୍ଧାର ହୋଇଛି ଗୋଟିଏ ବନ୍ଧୁକ ସହ ୩୪ ପ୍ରକାରର ମାଓ ସାମଗ୍ରୀ। SOG ଓ ଡିଭିଏଫ୍ ଯବାନ ମାଓ ଦମନ ଅପରେସନ୍‌ରେ ଯାଇଥିବା ବେଳେ ମାଟିତଳୁ ମିଳିଛି ମାଓ ସାମଗ୍ରୀ।

ମାଓବାଦୀ ପୁଲିସକୁ ଟାର୍ଗେଟ କରି ମାଟିତଳେ ପୋତିଥିଲେ ଏସବୁ ସାମଗ୍ରୀ ‍‍ବୋଲି ସୂଚନାମିଳିଛି। ଏହି ଘଟଣା ପରେ ସେହି ଅଞ୍ଚଳରେ ଅପରେସନକୁ ଅଧିକ କଡାକଡି କରାଯାଇଛି।

Advertisment
Malkangiri Mao Material Seized