Advertisment

ମାଟି ତଳୁ ମିଳିଲା ମାରଣାସ୍ତ୍ର

କାଲିମେଳା ଥାନା କୁରୁମାନୁର ଜଙ୍ଗଲର ମାଟି ତଳୁ ଉଦ୍ଧାର ହୋଇଛି ମାଓ ସାମଗ୍ରୀ।

ଅଦ୍ୟତନ ହୋଇଛି
Malkangiri

Malkangiri

Advertisment

ମାଲକାନଗିରି ପୁଲିସକୁ ବଡ଼ ସଫଳତା। ମାଟି ତଳୁ ବିପୁଳ ମାଓ ସାମଗ୍ରୀ ଜବତ। କାଲିମେଳା ଥାନା କୁରୁମାନୁର ଜଙ୍ଗଲର ମାଟି ତଳୁ ଉଦ୍ଧାର ହୋଇଛି ମାଓ ସାମଗ୍ରୀ।

Advertisment

ମାଟିତଳୁ ଉଦ୍ଧାର ହୋଇଛି ଗୋଟିଏ ବନ୍ଧୁକ ସହ ୩୪ ପ୍ରକାରର ମାଓ ସାମଗ୍ରୀ। SOG ଓ ଡିଭିଏଫ୍ ଯବାନ ମାଓ ଦମନ ଅପରେସନ୍‌ରେ ଯାଇଥିବା ବେଳେ ମାଟିତଳୁ ମିଳିଛି ମାଓ ସାମଗ୍ରୀ।

ମାଓବାଦୀ ପୁଲିସକୁ ଟାର୍ଗେଟ କରି ମାଟିତଳେ ପୋତିଥିଲେ ଏସବୁ ସାମଗ୍ରୀ ‍‍ବୋଲି ସୂଚନାମିଳିଛି। ଏହି ଘଟଣା ପରେ ସେହି ଅଞ୍ଚଳରେ ଅପରେସନକୁ ଅଧିକ କଡାକଡି କରାଯାଇଛି।

Advertisment
Mao Material Seized Malkangiri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe