Advertisment

ଆଳୁ ପାଇଁ ଯୁଦ୍ଧ !

ଓଡ଼ିଶା ଚାହିଦାର 90 ପ୍ରତିଶତ ଆଳୁ ପଶ୍ଚିମବଙ୍ଗରୁ ଆସିଥାଏ। ପଶ୍ଚିମବଙ୍ଗରେ ଆଳୁ ଉତ୍ପାଦନ ପ୍ରଭାବିତ ହୋଇଥିବାରୁ ତାର ପ୍ରଭାବ ଓଡ଼ିଶା ଉପରେ ପଡ଼ିଛି।

Advertisment

ପୁଣି ଥରେ ଆଳୁ ବଜାରରେ ନିଆଁ। 15 ଦିନରେ ଆଳୁ କେଜି 20 ଟଙ୍କାରୁ 30 ଟଙ୍କା ହେଲାଣି। ଓଡ଼ିଶା ଚାହିଦାର 90 ପ୍ରତିଶତ ଆଳୁ ପଶ୍ଚିମବଙ୍ଗରୁ ଆସିଥାଏ। ପଶ୍ଚିମବଙ୍ଗରେ ଆଳୁ ଉତ୍ପାଦନ ପ୍ରଭାବିତ ହୋଇଥିବାରୁ ତାର ପ୍ରଭାବ ଓଡ଼ିଶା ଉପରେ ପଡ଼ିଛି। ଏବେ ପୁଣି ଥରେ ପଶ୍ଚିମବଙ୍ଗ ଓଡ଼ିଶାକୁ ଆଳୁ ଛାଡ଼ୁନାହିଁ ବୋଲି ରିପୋର୍ଟ ପ୍ରକାଶ ପାଇଲାଣି। ପ୍ରାୟ 10 ବର୍ଷ ତଳେ ଠିକ୍ ଏମିତି ସ୍ଥିତି ଆସିଥିଲା । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Inflation Rate Potato Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe