5T ପିଲାଙ୍କ ଭବିଷ୍ୟତ ଗଢୁଥିଲେ ନା ଠିକାଦାରଙ୍କୁ ପୋଷୁଥିଲେ ? | Odisha Reporter
ପୂର୍ବ ସରକାରର 5ଟି କାର୍ଯ୍ୟକ୍ରମରେ ପ୍ରାୟ ଏକ କୋଟି ଟଙ୍କା ବ୍ୟୟରେ କଲେଜର ରୂପାନ୍ତରୀକରଣ ହୋଇଥିଲା। କିନ୍ତୁ ଯୁକ୍ତଦୁଇ କଲେଜର ଭିତର ଓ ବାହାର ଦେଖିବା ପରେ କେହି ବି ବିଶ୍ବାସ କରିବେନି ଯେ, ରୂପାନ୍ତରୀକରଣ ହୋଇଛି ବୋଲି । ଛାତ୍ରଛାତ୍ରୀଙ୍କ ଅଭିଯୋଗ ଏବଂ ନିର୍ମାଣ କାର୍ଯ୍ୟ ଦେଖିଲେ, ସ୍ପଷ୍ଟ ଭାବେ ଜଣାପଡୁଛି ଯେ, 5ଟି ଅଧିନରେ କିଭଳି ନିମ୍ନମାନର କାମ ହୋଇଛି। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
