5T ପିଲାଙ୍କ ଭବିଷ୍ୟତ ଗଢୁଥିଲେ ନା ଠିକାଦାରଙ୍କୁ ପୋଷୁଥିଲେ ?

  • Published: Saturday, 17 August 2024
  • , Updated: 17 August 2024, 04:28 PM IST

ପୂର୍ବ ସରକାରର 5ଟି କାର୍ଯ୍ୟକ୍ରମରେ ପ୍ରାୟ ଏକ କୋଟି ଟଙ୍କା ବ୍ୟୟରେ କଲେଜର ରୂପାନ୍ତରୀକରଣ ହୋଇଥିଲା। କିନ୍ତୁ ଯୁକ୍ତଦୁଇ କଲେଜର ଭିତର ଓ ବାହାର ଦେଖିବା ପରେ କେହି ବି ବିଶ୍ବାସ କରିବେନି ଯେ, ରୂପାନ୍ତରୀକରଣ ହୋଇଛି ବୋଲି । ଛାତ୍ରଛାତ୍ରୀଙ୍କ ଅଭିଯୋଗ ଏବଂ ନିର୍ମାଣ କାର୍ଯ୍ୟ ଦେଖିଲେ, ସ୍ପଷ୍ଟ ଭାବେ ଜଣାପଡୁଛି ଯେ, 5ଟି ଅଧିନରେ କିଭଳି ନିମ୍ନମାନର କାମ ହୋଇଛି। ଦେଖନ୍ତୁ ପୂରା ରିପୋର୍ଟ। 

Related story