Advertisment

ପ୍ରଥମ ଥର ପାଇଁ ନୀଳଗିରିରୁ ଗଡ଼ିବ ଟ୍ରେନ୍

ଜାନୁଆରୀ ୫ରୁ ନୀଳଗିରିରୁ ବାଲେଶ୍ୱର ପର୍ଯ୍ୟନ୍ତ ଗଡ଼ିବ ମେମୁ ଟ୍ରେନ୍ । ପ୍ରଥମ ଥର ପାଇଁ ନୀଳଗିରିରୁ ଗଡ଼ିବ ମେମୁ ଟ୍ରେନ୍।

Advertisment

ଜାନୁଆରୀ ୫ରୁ ନୀଳଗିରିରୁ ବାଲେଶ୍ୱର ପର୍ଯ୍ୟନ୍ତ ଗଡ଼ିବ ମେମୁ ଟ୍ରେନ୍ । ପ୍ରଥମ ଥର ପାଇଁ ନୀଳଗିରିରୁ ଗଡ଼ିବ ମେମୁ ଟ୍ରେନ୍। ପ୍ରଥମେ ୩ଟି ମେମୁ ଟ୍ରେନ ଗଡ଼ିବା ନେଇ ସୂଚନା। ଟ୍ରେନ୍ ଚାଲିବା ନେଇ ସାଂସଦ ପ୍ରତାପ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

Advertisment
Odisha Balasore
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe