Advertisment

ସରୁନି ଦାଦନ ଦୁଃଖ: ୭ ଲକ୍ଷ ଟଙ୍କାରେ ବନ୍ଧା ପଡ଼ିଛି ଦାଦନ

୭ ଲକ୍ଷ ଟଙ୍କା ପାଇଁ ବନ୍ଧା ପଡ଼ିଛି ବଲାଙ୍ଗିର ଜିଲ୍ଲାର ଦିବ୍ୟାଙ୍ଗ ଦାଦନ ଶ୍ରମିକ। ଛାଡ଼ୁନି ତେଲେଙ୍ଗାନାର ଇଟାଭାଟି ମାଲିକ ।

author-image
Manoj Swain

କେବେ କମିବ ଦାଦନ ନିର୍ଯାତନା କାହାଣୀ ? ୭ ଲକ୍ଷ ଟଙ୍କା ପାଇଁ ବନ୍ଧା ପଡ଼ିଛି ବଲାଙ୍ଗିର ଜିଲ୍ଲାର ଦିବ୍ୟାଙ୍ଗ ଦାଦନ ଶ୍ରମିକ। ଛାଡ଼ୁନି ତେଲେଙ୍ଗାନାର ଇଟାଭାଟି ମାଲିକ । ଇଟାଭାଟି ମାଲିକ ପାଖରେ ୭ ଲକ୍ଷ ଟଙ୍କା ବାକି ରଖିଛି ଦାଦନ ସର୍ଦ୍ଦାର । ଦେଖନ୍ତୁ ପୂରା ରିପୋର୍ଟ ।

Advertisment
Odisha Balangir Migrant Labour