କେବେ କମିବ ଦାଦନ ନିର୍ଯାତନା କାହାଣୀ ? ୭ ଲକ୍ଷ ଟଙ୍କା ପାଇଁ ବନ୍ଧା ପଡ଼ିଛି ବଲାଙ୍ଗିର ଜିଲ୍ଲାର ଦିବ୍ୟାଙ୍ଗ ଦାଦନ ଶ୍ରମିକ। ଛାଡ଼ୁନି ତେଲେଙ୍ଗାନାର ଇଟାଭାଟି ମାଲିକ । ଇଟାଭାଟି ମାଲିକ ପାଖରେ ୭ ଲକ୍ଷ ଟଙ୍କା ବାକି ରଖିଛି ଦାଦନ ସର୍ଦ୍ଦାର । ଦେଖନ୍ତୁ ପୂରା ରିପୋର୍ଟ ।