ଖଣି ମାଲିକ ଦେଲେନି 3 ହଜାର କୋଟି !

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଖଣି ମାଲିକଙ୍କ ଠାରୁ ଆଦାୟ ହେଲାନି ପୂର୍ଣ୍ଣ ଜୋରିମାନା ।

Manoj Swain
  • Published: Tuesday, 27 August 2024
  • Updated: 27 August 2024, 07:31 PM IST

Sports

Latest News

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଖଣି ମାଲିକଙ୍କ ଠାରୁ ଆଦାୟ ହେଲାନି ପୂର୍ଣ୍ଣ ଜୋରିମାନା । 23 ଲୁହା ଓ ମାଙ୍ଗାନିଜ ଖଣି ମାଲିକଙ୍କ ଉପରେ ପଡ଼ିରହିଛି ପ୍ରାୟ 3 ହଜାର କୋଟି । 6 ବର୍ଷହେଲା ସାର୍ଟିଫିକେଟ କେସ୍‌ ହୋଇଥିଲେ ବି ଜବତ ହୋଇନି ଖିଲାପୀଙ୍କ ସମ୍ପତ୍ତି । ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos