ଖଣି ମାଲିକ ଦେଲେନି 3 ହଜାର କୋଟି ! | Odisha Reporter
Advertisment
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଖଣି ମାଲିକଙ୍କ ଠାରୁ ଆଦାୟ ହେଲାନି ପୂର୍ଣ୍ଣ ଜୋରିମାନା । 23 ଲୁହା ଓ ମାଙ୍ଗାନିଜ ଖଣି ମାଲିକଙ୍କ ଉପରେ ପଡ଼ିରହିଛି ପ୍ରାୟ 3 ହଜାର କୋଟି । 6 ବର୍ଷହେଲା ସାର୍ଟିଫିକେଟ କେସ୍ ହୋଇଥିଲେ ବି ଜବତ ହୋଇନି ଖିଲାପୀଙ୍କ ସମ୍ପତ୍ତି । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us