ମିଶନ ଶକ୍ତି ମା ଖୋଲିଦେଲେ ସରକାରଙ୍କ ପୋଲ୍

ଯେଉଁ ଏସଏଚଜି ମା ମାନଙ୍କୁ ନେଇ ସରକାର ବାହା ବାଃ ଲୁଟୁଛନ୍ତି । ସେହି ମା ହିଁ ଖୋଲି ଦେଇଛନ୍ତି ସରକାରଙ୍କ ଅସଲ ମୁଖା ।

Manoj Swain
  • Published: Monday, 18 September 2023
  • Updated: 18 September 2023, 09:10 AM IST

Sports

Latest News

ଯେଉଁ ଏସଏଚଜି ମା ମାନଙ୍କୁ ନେଇ ସରକାର ବାହା ବାଃ ଲୁଟୁଛନ୍ତି । ସେହି ମା ହିଁ ଖୋଲି ଦେଇଛନ୍ତି ସରକାରଙ୍କ ଅସଲ ମୁଖା । କେମିତି ସରକାର ମହିଳା ବିକାଶ ଓ ମାଙ୍କୁ ସମ୍ମାନର ନାରା ଦେଇ ସେମାନଙ୍କୁ ଶୋଷଣ କରୁଛନ୍ତି , ରାଜରାସ୍ତାରେ ଖରାତରାରେ ବୁଲି ଧାରଣା ଦେବାକୁ ବାଧ୍ୟ କରୁଛନ୍ତି , ତାକୁ କ୍ୟାମେରା ସମ୍ମୁଖରେ ବଖାଣିଛନ୍ତି ଏସଏଚଜିଙ୍କ ପାଇଁ ରାଜ୍ୟର ବିଭିନ୍ନ ବ୍ୟାଙ୍କରେ କାମ କରୁଥିବା ବ୍ୟାଙ୍କ ମିତ୍ର ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos