Advertisment

ମିଳିଲାନି ନବୀନଙ୍କ ଘର !

'ମୋ ଘର' ଯୋଜନାରେ ଆସିଥିଲା 4ଲକ୍ଷରୁ ଅଧିକ ଆବେଦନ। ଏପର୍ଯ୍ୟନ୍ତ ତିନି ହଜାର ଲୋକଙ୍କୁ ବି ମିଳିଲାନି ବ୍ୟାଙ୍କରୁ ଋଣ।

author-image
Manoj Swain

କଥାରେ ରହିଗଲା, କେନ୍ଦ୍ର ନଦେଲେ ନବୀନ ଦେବେ ଘର। 'ମୋ ଘର' ଯୋଜନାରେ ଆସିଥିଲା 4ଲକ୍ଷରୁ ଅଧିକ ଆବେଦନ। ଏପର୍ଯ୍ୟନ୍ତ ତିନି ହଜାର ଲୋକଙ୍କୁ ବି ମିଳିଲାନି ବ୍ୟାଙ୍କରୁ ଋଣ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Naveen Patnaik