କଥାରେ ରହିଗଲା, କେନ୍ଦ୍ର ନଦେଲେ ନବୀନ ଦେବେ ଘର। 'ମୋ ଘର' ଯୋଜନାରେ ଆସିଥିଲା 4ଲକ୍ଷରୁ ଅଧିକ ଆବେଦନ। ଏପର୍ଯ୍ୟନ୍ତ ତିନି ହଜାର ଲୋକଙ୍କୁ ବି ମିଳିଲାନି ବ୍ୟାଙ୍କରୁ ଋଣ। ଦେଖନ୍ତୁ ପୂରା ରିପୋର୍ଟ।