ଲାଗିଗଲା 5 ବର୍ଷ, ବାପା ପଠାଇଥିବା ଟଙ୍କା ପାଇଲା ଝିଅ | Odisha Reporter
ଘଟଣା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। ହେଲେ ଏହି ଘଟଣା ପୁରା ସତ । ଝିଅ କରିବ ବାଲି ତୃତୀୟା ଓଷା। ଏଥିପାଇଁ ବାପା ମନି ଅର୍ଡରରେ ୧୦୦୦ ଟଙ୍କା ଝିଅର ଶ୍ୱଶୁର ଘରକୁ ପଠାଇଥିଲେ। ହେଲେ ୮୦ କିଲୋମିଟର ଦୂରରେ ରହୁଥିବା ଝିଅ ପାଖରେ ଏହି ମନି ଅର୍ଡର ପହଞ୍ଚିବା ପାଇଁ ଲାଗିଥିଲା ୫ବର୍ଷ। ଏପରି ଆଶ୍ଚର୍ଯ୍ୟକର ଘଟଣା ଘଟିଛି ପୁରୀ ଜିଲ୍ଲାରେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
