Advertisment

ଲାଗିଗଲା ୫ ବର୍ଷ, ବାପା ପଠାଇଥିବା ଟଙ୍କା ପାଇଲା ଝିଅ

ଝିଅ କରିବ ବାଲି ତୃତୀୟା ଓଷା। ଏଥିପାଇଁ ବାପା ମନି ଅର୍ଡରରେ ୧୦୦୦ ଟଙ୍କା ଝିଅର ଶ୍ୱଶୁର ଘରକୁ ପଠାଇଥିଲେ। ହେଲେ ୮୦ କିଲୋମିଟର ଦୂରରେ ରହୁଥିବା ଝିଅ ପାଖରେ ଏହି ମନି ଅର୍ଡର ପହଞ୍ଚିବା ପାଇଁ ଲାଗିଥିଲା ୫ବର୍ଷ। ଯାହାକୁ ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ପ୍ରକାଶ କରିପାରନ୍ତି, ହେଲେ ଘଟଣାଟି ସତ। ଏପରି ଆଶ୍ଚର୍ଯ୍ୟକର ଘଟଣା ଘଟିଛି ପୁରୀ ଜିଲ୍ଲାରେ।

Advertisment

ଘଟଣା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। ହେଲେ ଏହି ଘଟଣା ପୁରା ସତ । ଝିଅ କରିବ ବାଲି ତୃତୀୟା ଓଷା। ଏଥିପାଇଁ ବାପା ମନି ଅର୍ଡରରେ ୧୦୦୦ ଟଙ୍କା ଝିଅର ଶ୍ୱଶୁର ଘରକୁ ପଠାଇଥିଲେ। ହେଲେ ୮୦ କିଲୋମିଟର ଦୂରରେ ରହୁଥିବା ଝିଅ ପାଖରେ ଏହି ମନି ଅର୍ଡର ପହଞ୍ଚିବା ପାଇଁ ଲାଗିଥିଲା ୫ବର୍ଷ। ଏପରି ଆଶ୍ଚର୍ଯ୍ୟକର ଘଟଣା ଘଟିଛି ପୁରୀ ଜିଲ୍ଲାରେ।

Advertisment
Odisha Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe