Advertisment

ଚିତା ପ୍ରୋଜେକ୍ଟକୁ ମିଳିଛି ଖୁସି ଖବର; ତିନିଟି ଛୁଆକୁ ଜନ୍ମ ଦେଲା ବାଘୁଣୀ 'ଜ୍ୱାଳା'

ନାମିବିୟାରୁ ଆସିଥିବା ଏହି ବାଘୁଣୀ 'ଜ୍ୱାଳା' ତିନିଟି ଶାବକକୁ ଜନ୍ମ ଦେଇଛି, ଫଳରେ କୁନୋରେ ଚିତାସଂଖ୍ୟା ବୃଦ୍ଧି ପାଉଛି।

author-image
Manoj Swain

ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ ଆସିଥିବା ବାଘୁଣୀ 'ଜ୍ୱାଳା' ଖୁସି ଖବର ଦେଇଛି। ନାମିବିୟାରୁ ଆସିଥିବା ଏହି ବାଘୁଣୀ 'ଜ୍ୱାଳା' ତିନିଟି ଶାବକକୁ ଜନ୍ମ ଦେଇଛି, ଫଳରେ କୁନୋରେ ଚିତାସଂଖ୍ୟା ବୃଦ୍ଧି ପାଉଛି। ନେଇ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବ ସୋଶାଲ ମିଡିଆ ପୋଷ୍ଟ ମାଧ୍ୟମରେ ସୂଚନା ଦେଇଛନ୍ତି।

Advertisment
Kuno National Park Cheetah Madhya Pradesh