ନୟାଗଡ଼ର ‘କଣ୍ଟେଇମୁଣ୍ଡି’ ବାଇଗଣକୁ ଜିଆଇ ଟ୍ୟାଗ୍‌

ଏହି ବାଇଗଣ ବିଶେଷକରି ନୟାଗଡ଼ର କଣ୍ଟିଲୋ ଅଂଚଳରେ ପ୍ରଚୁର ପରିମାଣରେ ଚାଷ ହୋଇଥାଏ ।

Brinjal

ବାଇଗଣ

Ordigital Desk
  • Published: Friday, 01 September 2023
  • Updated: 01 September 2023, 08:06 PM IST

Sports

Latest News

ନୟାଗଡ଼ ଜିଲ୍ଲାରେ ମିଳୁଥିବା ବିଶେଷ ପ୍ରକାର ବାଇଗଣ ‘କଣ୍ଟେଇମୁଣ୍ଡି’କୁ ଜିଓଗ୍ରାଫିକାଲ ଇଣ୍ଡିକେସନ(ଜିଆଇ) ମାନ୍ୟତା ମିଳିଛି । ଜିଆଇ ରେଜିଷ୍ଟ୍ରି ତା’ର ୱେବସାଇଟରେ ଏନେଇ ବିଜ୍ଞପ୍ତି ଜାରି କରିଛି ।

ସୂଚନା ଅନୁସାରେ, ନୟାଗଡ଼ ଜିଲ୍ଲାରେ କଣ୍ଟିଲୋର ମହାନଦୀ ଅବବାହିକାରେ ମିଳୁଥିବା ଏହି ବିଶେଷ ପ୍ରକାରର ବାଇଗଣକୁ ଜିଆଇ ଟ୍ୟାଗ୍ ଦେବା ନିମନ୍ତେ ୨୦୨୧ ମସିହାରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ(ଓୟୁଏଟି) ପକ୍ଷରୁ ଆବେଦନ କରାଯାଇଥିଲା । ନୟାଗଡ଼ ଜିଲ୍ଲାର ଖଣ୍ଡପଡ଼ା ବ୍ଲକ ଅନ୍ତର୍ଗତ ବାଣପୁରର ନୀଳମାଧବ କୃଷି ସଂଗଠନ ପକ୍ଷରୁ ଓୟୁଏଟି ଏହି ଜିଆଇ ଟ୍ୟାଗ୍ ପାଇଁ ଆବେଦନ କରିଥିଲେ ।

Also Read

ଏହି ବାଇଗଣ ବିଶେଷକରି ନୟାଗଡ଼ର କଣ୍ଟିଲୋ ଅଂଚଳରେ ପ୍ରଚୁର ପରିମାଣରେ ଚାଷ ହୋଇଥାଏ । ଜିଲ୍ଲାର ଭାପୁର ବ୍ଲକର ଲକ୍ଷ୍ମୀପ୍ରସାଦ, କୁମୁଣ୍ଡି, ଫତେଗଡ଼ ଓ ଧଞ୍ଜାଗଣ୍ଡା ଆଦି ଅଂଚଳ ସମେତ ଖଣ୍ଡପଡ଼ା ବ୍ଲକର ରତନପୁର ଓ ବଡ଼ବାନପୁର ଅଂଚଳରେ ଉକ୍ତ କଣ୍ଟେଇମୁଣ୍ଡି ବାଇଗଣ ମିଳିଥାଏ ।

ନୟାଗଡ଼ ଜିଲ୍ଲାରେ ସ୍ୱତନ୍ତ୍ର ଭାବେ ମିଳୁଥିବା ଏହି ବାଇଗଣ ଅତ୍ୟନ୍ତ ସୁସ୍ୱାଦୁ ଓ ଏହା ଉଭୟ ଖରିଫ ଓ ଋବି ଋତୁରେ ମିଳିଥାଏ । ଏହା ପ୍ରାୟତଃ ବାଲିଆ ଜମିରେ ହୋଇଥାଏ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story