Advertisment

ଟଏଲେଟ ନିକଟରୁ ୨ମାସ ଶିଶୁକନ୍ୟାର ମୃତଦେହ ଉଦ୍ଧାର

ବସଷ୍ଟାଣ୍ଡ ଭିତରେ କିଏ ଏହି ମୃତ ଶିଶୁକନ୍ୟାକୁ ଟଏଲେଟ ନିକଟରେ ଫୋପାଡି ଦେଇ ଚାଲିଯାଇଛି।

Baby

Baby

Advertisment

ପୁରୀ ଗୁଣ୍ଡିଚା ମନ୍ଦିର ନିକଟ ବସଷ୍ଟାଣ୍ଡରୁ ୨ମାସର ଶିଶୁକନ୍ୟାର ମୃତଦେହ ଉଦ୍ଧାର କରାଯାଇଛି। ବସଷ୍ଟାଣ୍ଡ ଭିତରେ କିଏ ଏହି ମୃତ ଶିଶୁକନ୍ୟାକୁ ଟଏଲେଟ ନିକଟରେ ଫୋପାଡି ଦେଇ ଚାଲିଯାଇଛି।

Advertisment

ସ୍ଥାନୀୟ ଲୋକେ ଏହା ଦେଖି ପୁଲିସକୁ ଖବର ଦେଇଥିଲେ। କୁମ୍ଭାରପଡା ପୁଲିସ ପହଞ୍ଚି ଶିଶୁକନ୍ୟାର ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପୁରୀ ବଡ଼ ମେଡିକାଲକୁ ପଠାଇଛି। ଏହାସହ ଏକ ଅପମୃତ୍ୟ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି।

ଗତ କିଛିଦିନ ତଳେ ତାଳବଣିଆ ଅଞ୍ଚଳରେ ୧ମାସରେ ଶିଶୁ ପୁତ୍ରକୁ ଉଦ୍ଧାର କରାଯାଇ ଶିଶୁ ମଙ୍ଗଳ କମିଟିକୁ ହସ୍ତାନ୍ତର କରାଯାଇ। ଶିଶୁପୁତ୍ରଟି ପୁରୀ ବଡଡାକ୍ତରଖାନାରେ ଚିକିତ୍ସାଧୀନ ରହିଛି।

Advertisment
Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe