Advertisment

ପୁଅ ଦିଲ୍ଲୀରେ ଅଛି, ରାସନକାର୍ଡ କଟିବ ନା ରହିବ ?

ରାସନ କାର୍ଡ ପାଇଁ E-Kyc ସଂଯୋଗ ବାଧ୍ୟତାମୂଳକ ହୋଇଥିଲେ ବି କୌଣସି ନିର୍ଦ୍ଧିଷ୍ଟ ସମୟ ସୀମା ନାହିଁ: ମନ୍ତ୍ରୀ

author-image
Manoj Swain

ରାସନକାର୍ଡ ହିତାଧିକାରୀଙ୍କ ଛାତିରେ ପଶିଲାଣି ଛାନିଆ । ଦିଲ୍ଲୀରେ ଅଛି ପୁଅ କେମିତି ଦେବ ଫିଙ୍ଗରପ୍ରିଣ୍ଟ ? ବାହାର ରାଜ୍ୟରେ ଖଟୁଛନ୍ତି ଦାଦନ ଶ୍ରମିକ, କେମିତି କରିବେ E-Kyc ? ରୋଗିଣା ମାଆଙ୍କୁ ଧରି ହସ୍ପିଟାଲରେ ଅଛି ପୁଅ, ରାସନକାର୍ଡ ରହିବ ନା କଟିଯିବ ? ବିଛଣାରୁ ଉଠିପାରୁନି ରୋଗିଣା ବାପା, ଯିବେ କେମିତି ପିଙ୍ଗରପ୍ରିଣ୍ଟ୍ ଦେବେ କେମିତି ? ଏବେ ହିତାଧିକାରୀଙ୍କ ପ୍ରଶ୍ନ, ଆମ ପିଲାମାନେ ଅଛନ୍ତି ବାହାରେ ଆମେ କରିବୁ କଣ ? ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Ration Card