ପୁଅ ଦିଲ୍ଲୀରେ ଅଛି, ରାସନକାର୍ଡ କଟିବ ନା ରହିବ ? || Ration Card e-KYC Odisha || Odisha Reporter
Advertisment
ରାସନକାର୍ଡ ହିତାଧିକାରୀଙ୍କ ଛାତିରେ ପଶିଲାଣି ଛାନିଆ । ଦିଲ୍ଲୀରେ ଅଛି ପୁଅ କେମିତି ଦେବ ଫିଙ୍ଗରପ୍ରିଣ୍ଟ ? ବାହାର ରାଜ୍ୟରେ ଖଟୁଛନ୍ତି ଦାଦନ ଶ୍ରମିକ, କେମିତି କରିବେ E-Kyc ? ରୋଗିଣା ମାଆଙ୍କୁ ଧରି ହସ୍ପିଟାଲରେ ଅଛି ପୁଅ, ରାସନକାର୍ଡ ରହିବ ନା କଟିଯିବ ? ବିଛଣାରୁ ଉଠିପାରୁନି ରୋଗିଣା ବାପା, ଯିବେ କେମିତି ପିଙ୍ଗରପ୍ରିଣ୍ଟ୍ ଦେବେ କେମିତି ? ଏବେ ହିତାଧିକାରୀଙ୍କ ପ୍ରଶ୍ନ, ଆମ ପିଲାମାନେ ଅଛନ୍ତି ବାହାରେ ଆମେ କରିବୁ କଣ ? ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us