ରାଜ୍ୟରେ ଏ ଦୁର୍ଦ୍ଦିନ ବି ଦେଖିବାର ଥିଲା ? | Odisha Reporter
ନଦୀ ଡେଇଁଲେ ମଶାଣି, ଶବ ସତ୍କାର ହେବ କେମିତି ? ଏ ଦୃଶ୍ୟ ଯେତିକି ହୃଦୟ ବିଦାରକ ତାଠୁ ବି ବେଶୀ ଆଶ୍ଚର୍ଯ୍ୟ ଜନକ। ଜୀବନକୁ ବାଜି ଲଗାଇ ଭରା ନଈ ଭିତରେ ପଶି ଏକ ତାର ସାହାଯ୍ୟରେ ଶବକୁ ପାର କରାଉଥିବା ବେଳେ ଦୁର୍ଭାଗ୍ୟକୁ ତାର ବି ଛିଣ୍ଡିଗଲା । ଏମିତିକି ସ୍କୁଲ ଓ କଲେଜ ପିଲା ମଧ୍ୟ ବର୍ଷା ଦିନ ଆସିଲେ ଜୀବନକୁ ବାଜି ଲଗାଇ ନଦୀ ପାରି ହୋଇଥାନ୍ତି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
