ଶବ ବି କରୁଛି ସଂଘର୍ଷ ! | Odisha Reporter
Advertisment
ମୃତ୍ୟୁ ପରେ ମଧ୍ୟ ଶବକୁ କରିବାକୁ ପଡ଼ୁଛି ସଂଗ୍ରାମ ! ଏଠି ଶବ ଦାହ କରିବା ଜୀବନ ଯନ୍ତ୍ରଣାଠାରୁ ବି ଅଧିକ କଷ୍ଟ । ଗ୍ରାମରୁ ପାଞ୍ଚ କିଲୋମିଟର ଶବକୁ ବୋହି ନେବା ପରେ ରଶି ସାହାର୍ଯ୍ୟରେ ଗ୍ରାମବାସୀ ବିପଦସଂକୁଳ ଅବସ୍ତାରେ ନଦୀ ପାର ହୋଇ ଯିବାକୁ ପଡୁଛି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us