‘ଘରେ ଘରେ ଟ୍ୟାପ ଲାଗିଛି, ପାଣି ନାହିଁ’ | Odisha Reporter
ସରିନି ଶୀତ କିନ୍ତୁ ଆରମ୍ଭ ହେଲାଣି ଜଳ କଷ୍ଟ। ଏମିତି ସମସ୍ୟା ଉପୁଜିଛି କଟକ ଜିଲ୍ଲା କଂଟାପଡା ବାଇରୋଇ ଗ୍ରାମରେ। ପାଣି ଯୋଗାଇବାକୁ କୋଟି କୋଟି ଟଙ୍କା ବ୍ୟୟ ହୋଇଛି ସତ ମାତ୍ର ଜଳ ସମସ୍ୟା ସୁଧୁରିବାର ନାଁ ଧରୁନି। ପିଇବା ପାଣି ମୁନ୍ଦେ ପାଇଁ ଗ୍ରାମବାସୀଙ୍କୁ ୫ କିଲୋମିଟର ଯିବାକୁ ପଡୁଛିି। ଏନେଇ ବାରମ୍ବାର ଅଭିଯୋଗ କରାଯାଉଥିବା ବେଳେ କେହି ଶୁଣୁ ନାହାଁନ୍ତି ଗୁହାରୀ। ଆଗାମୀ ଦିନରେ ଆନ୍ଦୋଳନ ପାଇଁ ଗ୍ରାମବାସୀ ଦେଇଛନ୍ତି ଚେତାବନୀ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
