Advertisment

ଆଉ ରହିବନି ୱେଟିଂ କି RAC ଝାମେଲା!

ଆବେଦନ କରିବା କ୍ଷଣି ମିଳିବ କନଫର୍ମ ଟିକେଟ।

Train

train

Advertisment

ଟ୍ରେନ୍ ଯାତ୍ରୀଙ୍କ ପାଇଁ ବଡ଼ ଖୁସି ଖବର। ଆଗାମୀ ଭବିଷ୍ୟତରେ ରେଳ ଯାତ୍ରା କଲେ ରହିବନି ୱେଟିଂ କି ଆରଏସି ଝାମେଲା। ଆବେଦନ କରିବା କ୍ଷଣି ମିଳିବ କନଫର୍ମ ଟିକେଟ।

Advertisment

ଆଗାମୀ ୫ ବର୍ଷ ଭିତରେ ରେଳ ଭିତ୍ତିଭୂମିରେ ବ୍ୟାପକ ଉନ୍ନତି ହେବା ସହିତ ଯାତ୍ରୀ ପରିବହନ କ୍ଷମତାକୁ ଏତେ ବୃଦ୍ଧି କରାଯିବ ଯେ ଯିଏ ବି ଟ୍ରେନରେ ଯାତ୍ରା କରିବାକୁ ଚାହିଁବ ପ୍ରାୟ ସମସ୍ତଙ୍କୁ କନଫର୍ମ ଟିକେଟ୍ ମିଳିପାରିବ। ଏହା ମୋଦିଙ୍କ ଗ୍ୟାରେଣ୍ଟି ବୋଲି କହିଛନ୍ତି ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ। ଏଥିସହ ସେ କହିଛନ୍ତି ଯେ ଗତ ୧୦ ବର୍ଷରେ ମଧ୍ୟ ରେଳ ଭିତ୍ତିଭୂମି କ୍ଷେତ୍ରରେ ବିରାଟ ରୂପାନ୍ତରଣ କରିଛନ୍ତି ମୋଦି ସରକାର।

Train
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe