ସରକାରଙ୍କ ବଡ ନିଷ୍ପତ୍ତି, ନିଶାଡି ହେବେ ସାବାଡ | Odisha Reporter
ନିଶାଡିଙ୍କୁ ଧିରେ ଧିରେ ବାଟକୁ ଆଣିବେ ସରକାର। ନୂଆ ଅବକାରୀ ନୀତିରେ ବଡ ପଦକ୍ଷେପ ନେଲେ ରାଜ୍ୟ ସରକାର। ବନ୍ଦ ହେଲା ଡ୍ୟାନ୍ସ ବାର୍ । ଖୋଲିବନି ନୂଆ ମଦ ଦୋକାନ। ଗ୍ରାମାଞ୍ଚଳରେ ବାରକୁ ମିଳିବନି ଅନୁମତି। କେବଳ ଥ୍ରୀ ଷ୍ଟାରରୁ ଅଧିକ ହୋଟେଲକୁ ବାର ଖୋଲିବାକୁ ଲାଇସେନ୍ସ ମିଳିବ। ଦେଖନ୍ତୁ ପୂରା ରିପୋର୍ଟ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
