Advertisment

ରାଜ୍ୟରେ ଲାଗୁ ହେଲା ନୂଆ ଅବକାରୀ ନୀତି

ନୂଆ ଅବକାରୀ ନୀତିରେ ବଡ ପଦକ୍ଷେପ ନେଲେ ରାଜ୍ୟ ସରକାର। ବନ୍ଦ ହେଲା ଡ୍ୟାନ୍ସ ବାର୍ । ଖୋଲିବନି ନୂଆ ମଦ ଦୋକାନ।

Advertisment

ନିଶାଡିଙ୍କୁ ଧିରେ ଧିରେ ବାଟକୁ ଆଣିବେ ସରକାର। ନୂଆ ଅବକାରୀ ନୀତିରେ ବଡ ପଦକ୍ଷେପ ନେଲେ ରାଜ୍ୟ ସରକାର। ବନ୍ଦ ହେଲା ଡ୍ୟାନ୍ସ ବାର୍ । ଖୋଲିବନି ନୂଆ ମଦ ଦୋକାନ। ଗ୍ରାମାଞ୍ଚଳରେ ବାରକୁ ମିଳିବନି ଅନୁମତି। କେବଳ ଥ୍ରୀ ଷ୍ଟାରରୁ ଅଧିକ ହୋଟେଲକୁ ବାର ଖୋଲିବାକୁ ଲାଇସେନ୍ସ ମିଳିବ। ଦେଖନ୍ତୁ ପୂରା ରିପୋର୍ଟ । 

Advertisment
Odisha Liquor Policy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe