ସୀମା ବିବାଦ: ଖାଲି ହାତରେ ବୈଠକକୁ ଆସିଥିଲେ ଆନ୍ଧ୍ର ଅଧିକାରୀ, ସମୟ ମାଗିଲେ

ଦୀର୍ଘ ସମୟରେ ସୀମା ବିବାଦକୁ ନେଇ ଆଲୋଚନା ହୋଇଥିଲା। ରାଇପାହାଡ଼ ଓଡ଼ିଶାର ବୋଲି କୋରାପୁଟ୍‌ ଜିଲ୍ଲା ପ୍ରଶାସନ ସବୁ ତଥ୍ୟ ଓ ପ୍ରମାଣ ଦେଖାଇଥିଲା। ରାଜସ୍ୱ ଓ ଜଙ୍ଗଲ ବିଭାଗ ମ୍ୟାପ୍‌ ଦେଖାଇଥିଲା। ହେଲେ ନିରାଶ କରିଥିଲେ ଆନ୍ଧ୍ର ଅଧିକାରୀ।

Koraput PhotoOR

ବୈଠକରେ ଦୁଇ ରାଜ୍ୟର ଅଧିକାରୀମାନେ ଆଲୋଚନା କରୁଛନ୍ତି

Manoranjan Sial
  • Published: Thursday, 27 July 2023
  • Updated: 27 July 2023, 05:01 PM IST

Sports

Latest News

ସୀମା ବିବାଦ ସମାଧାନ ପାଇଁ ଆଜି ବସିଥିଲା ଦ୍ୱିତୀୟ ବୈଠକ। ତଥ୍ୟ ପ୍ରମାଣ ସହ ଓଡ଼ିଶାର ଅଧିକାରୀମାନେ ଯାଇଥିଲେ। ହେଲେ ଖାଲି ହାତରେ ଆସିଥିଲେ ଆନ୍ଧ୍ରପ୍ରଦେଶର ଅଧିକାରୀ। ତେଣୁ ଆଜିର ବୈଠକରୁ କୌଣସି ନିଷ୍କର୍ଷ ବାହାରି ପାରିଲା ନାହିଁ। କେବଳ ତାଗିଦ କରି ନିରାଶ ହୋଇ ଫେରିଥିଲେ ଓଡ଼ିଶାର ପ୍ରଶାସନିକ ଅଧିକାରୀ।

କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ୍‌ର ରାଇପାହାଡ଼କୁ ନେଇ ବିବାଦ ଦେଖାଦେଇଥିଲା। ରାଇପାହାଡ଼ ଓଡ଼ିଶାରେ ରହିଥିବା ବେଳେ ଆନ୍ଧ୍ରପ୍ରଦେଶ ବେଆଇନ୍‌ ଭାବେ ପ୍ରବେଶ କରି ବିଭିନ୍ନ ନିର୍ମାଣ କାର୍ଯ୍ୟ କରୁଛି। ଏହାକୁ ନେଇ ବିବାଦ ଦେଖାଦେବାରୁ ଆଜି ଚାଟୁଆଠାରେ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶାର ପ୍ରଶାସନିକ ଅଧିକାରୀଙ୍କୁ ନେଇ ବସିଥିଲା ଦ୍ୱିତୀୟ ରୁଦ୍ଧଦ୍ୱାର ବୈଠକ। ଏଥିରେ ଓଡ଼ିଶାରୁ କୋରାପୁଟ୍‌ ଉପଜିଲ୍ଲାପାଳ, ଏସ୍‌ଡିପିଓ, ବିଡ଼ିଓ, ତହସିଲଦାରଙ୍କ ସହ ଥାନା ଅଧିକାରୀ ଯୋଗଦେଇଥିବା ବେଳେ ଆନ୍ଧ୍ର ପକ୍ଷରୁ ତହସିଲଦାର, ଆଡିସିନାଲ୍‌ ତହସିଲଦାର, ଜଙ୍ଗଲ ବିଭାଗ ଅଧିକାରୀ ଓ ରାଜସ୍ୱ ବିଭାଗର କର୍ମକର୍ତ୍ତାମାନେ ଆସିଥିଲେ।

Also Read

ଦୀର୍ଘ ସମୟରେ ସୀମା ବିବାଦକୁ ନେଇ ଆଲୋଚନା ହୋଇଥିଲା। ରାଇପାହାଡ଼ ଓଡ଼ିଶାର ବୋଲି କୋରାପୁଟ୍‌ ଜିଲ୍ଲା ପ୍ରଶାସନ ସବୁ ତଥ୍ୟ ଓ ପ୍ରମାଣ ଦେଖାଇଥିଲା। ରାଜସ୍ୱ ଓ ଜଙ୍ଗଲ ବିଭାଗ ମ୍ୟାପ୍‌ ଦେଖାଇଥିଲା। ହେଲେ ନିରାଶ କରିଥିଲେ ଆନ୍ଧ୍ର ଅଧିକାରୀ। ବୈଠକକୁ ଆସିଥିବା ଆନ୍ଧ୍ରପ୍ରଦେଶର ଅଧିକାରୀମାନେ ଖାଲି ହାତରେ ଆସିଥିଲେ। ରାଇପାହାଡ଼କୁ ନେଇ ସେମାନେ କୌଣସି ତଥ୍ୟ ପ୍ରମାଣ ଦେଖାଇ ପାରିଲେ ନାହିଁ। ଖାଲି ବାହାନା କରିଥିଲେ।

ଆନ୍ଧ୍ରର ଡୁମୁରୀଗୁଡ଼ା ତହସିଲଦାର ସିଏଚ୍‌ ନାଗାମ୍ମା କହିଛନ୍ତି, ମ୍ୟାପ୍‌ ସମ୍ପର୍କରେ ଉଚ୍ଚ ପଦସ୍ତ ଅଧିକାରୀଙ୍କୁ ଅବଗତ କରାଯାଇଛି। ବର୍ତ୍ତମାନ ସୁଦ୍ଧା ମ୍ୟାପ ମିଳିନାହିଁ। ମ୍ୟାପ୍‌ ମିଳିଲେ ଆଉଥରେ ବୈଠକ ଡକାଯିବ। ତା’ପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହେବ ବୋଲି ନାଗାମ୍ମା କହିଛନ୍ତି।

ଗତ ୧୨ ଜୁଲାଇରେ ପ୍ରଥମ ବୈଠକ ବସିଥିଲା। ସେତେବେଳେ ଡୁମୁରୀଗୁଡା ତହସିଲଦାର ନାଗାମ୍ମାଙ୍କ ସମେତ ପୁଲିସ ପ୍ରଶାସନିକ ଅଧିକାରୀ, ରେଞ୍ଜର, ଫୋରେଷ୍ଟର ପ୍ରମୁଖ ଆସିଥିଲେ। ଓଡ଼ିଶା ପକ୍ଷରୁ କୋରାପୁଟ ଉପଜିଲ୍ଲାପାଳ ବେଣୁଧର ଶବର, ନନ୍ଦପୁର ବ୍ଲକ ବିଡିଓ, ତହସିଲଦାରଙ୍କ ସମେତ ନନ୍ଦପୁର ଏସଡିପିଓ, ଥାନା ଅଧିକାରୀ ଓ ଜଙ୍ଗଲ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନା କରିଥିଲେ। ହେଲେ ବୈଠକ ପୂର୍ବରୁ ନିର୍ଦ୍ଧାରଣ ହୋଇଥିଲେ ମଧ୍ୟ ଆନ୍ଧ୍ରା ପକ୍ଷରୁ କୌଣସି କାଗଜ ପାତ୍ର ଆଣିନଥିଲେ।

ସୂଚନାରୁ ପ୍ରକାଶ, ରାଇପାହାଡ଼ କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକର ଏକ ଅଂଶ। ହେଲେ ଆନ୍ଧ୍ର ପ୍ରଶାସନ ବେଆଇନ୍‌ ଭାବେ ସେହି ଗାଁରେ ପଶି ବିଭିନ୍ନ ଉନ୍ନୟନ ପ୍ରକଳ୍ପ କରୁଛି। ଯାହାକୁ ଓଡ଼ିଶା ବିରୋଧ କରୁଛି। ସୀମା ବିବାଦ ସମାଧାନ ପାଇଁ ବାରମ୍ୱାର ବୈଠକ ବସୁଛି।

ରିପୋର୍ଟ- ଜୟପୁରରୁ ଟି.ଗୌରୀଶଙ୍କର

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story