Advertisment

ବୋରୱେଲରୁ ବାହାରୁଛି ସୁନା !

ବୋରଓ୍ବେଲର ଗଭିର ଜଳ ଭିତରୁ ବାହାରୁଛି ସୁନ ଭଳି ଅବିକଳ ଦେଖାଯାଉଥିବା ଗୁଣ୍ଡ ।

author-image
Manoj Swain

ବୋରଓ୍ବେଲର ଗଭିର ଜଳ ଭିତରୁ ବାହାରୁଛି ସୁନ ଭଳି ଅବିକଳ ଦେଖାଯାଉଥିବା ଗୁଣ୍ଡ । ପାଣି ପାଇପ ଦେଇ ବହାରି ଆସୁଛି ଏହି ଗୁଣ୍ଡ ସବୁ। ଗୋଡି ଭାବି ଦେଖିଲା ବେଳକୁ ତାହା ସୁନା ରଙ୍ଗର ଦେଖାଯାଇଥିଲା। ଯାହାକୁ ଦେଖି ପରିବାର ଲୋକ ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ପରେ ନିରିଖେଇ ଦେଖିବା ପରେ ସନ୍ଦେହ କରୁଛନ୍ତି ଏହା ସୁନା ଗୁଣ୍ଡ ହୋଇଥାଇପାରେ ବୋଲି । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Nuapada