ମନୋଜ ମିଶ୍ରଙ୍କୁ ଓଡ଼ିଆ ଫିଲ୍ମ ମନା ! | Odisha Reporter
ଅଭିନେତା ମନୋଜ ମିଶ୍ରଙ୍କୁ ଦୁଇ ବର୍ଷ ପାଇଁ ବାସନ୍ଦ କରିଛି ଉତ୍କଳ ସିନେ ଚାମ୍ବର ଅଫ୍ କମର୍ସ (ୟୁସିସିସି)। ଯଦି ଏହି ନିର୍ଦ୍ଦେଶକୁ ଅବମାନନା କରି କୌଣସି ବ୍ୟକ୍ତି ମନୋଜ ମିଶ୍ରଙ୍କୁ ନେଇ ଫିଲ୍ମ ନିର୍ମାଣ କରନ୍ତି, ତା’ହେଲେ ସେହି ଫିଲ୍ମକୁ ଓଡ଼ିଶାରେ କୌଣସି ଫିଲ୍ମ ହଲ୍ରେ ରିଲିଜ୍ କରାଇ ଦିଆଯିବ ନାହିଁ ବୋଲି କହିଛନ୍ତି ୟୁସିସିସି ସଭାପତି ସଞ୍ଜୟ ନାୟକ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
