୨୦୧୮ରେ ଓଡ଼ିଶା ସରକାରୀ ଭାଷା ଆଇନରେ ସଂଶୋଧନ ଅଣାଗଲା । ଏଥିରେ ସରକାରୀ ଅଧିକାରୀମାନେ ଓଡ଼ିଆ ଭାଷାରେ କାର୍ଯ୍ୟ କଲେ ପ୍ରୋତ୍ସାହନ ଓ କାର୍ଯ୍ୟ ନକଲେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବାର ବ୍ୟବସ୍ଥା ରହିଲା। ହେଲେ... ଦେଖନ୍ତୁ ପୂରା ରିପୋର୍ଟ।