ସିକିମ ବନ୍ୟାରେ ସହିଦ ହୋଇଥିବା ଓଡ଼ିଆ ପୁଅ ସରୋଜ କୁମାର ଦାସଙ୍କ ପାର୍ଥିବ ଶରୀର ଖୁବ୍ଶିଘ୍ର ଜନ୍ମମାଟିରେ ପହଞ୍ଚିବ। ସରୋଜଙ୍କ ପାର୍ଥିବ ଶରୀର ସିକିମରୁ ପ୍ରଥମେ ସିଧା ଭୁବନେଶ୍ୱର ଅଣାଯିବ। ତା’ପରେ ତାଙ୍କ ଜନ୍ମଭୂମି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର କେନ୍ଦୁଢିପକୁ ଅଣାଯିବ। ସେଠାରୁ ସହିଦଙ୍କ ପାର୍ଥିବ ଶରୀରକୁ ବିରାଟ ଶୋଭାଯାତ୍ରରେ ନିଜ ଗାଁକୁ ନିଆଯିବ। ସଂପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାରେ ତାଙ୍କ ଗାଁରେ ଶେଷକୃତ୍ୟ ସଂପନ୍ନ କରାଯିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସରୋଜ ୭ ମାସ ତଳେ ବିବାହ କରିଥିଲେ। ହେଲେ ସେ ସହିଦ ହୋଇଥିବା ଥିବା ଖବର ପାଇବା ପରେ ଘରେ ଶୋକର ଛାୟା ଖେଳିଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ନବଜାତ ଶିଶୁ ପୁତ୍ରକୁ ନଦୀ ପଠାକୁ ଫିଙ୍ଗି ଦେଲେ!
ଉଦଳା ଥାନା ଅଠଣଗାଁ ଗାଁ ଦେଇ ବୋହି ଯାଇଛି ସୋନ ନଦୀ। ଏହି ନଦୀ ପଠାରେ ଆଜି ସକାଳେ କିଛି ମହିଳା ଗାଧୋଉ ଥିଲେ। ଠିକ୍ ସେହି ସମୟରେ ଜଣେ ବ୍ୟକ୍ତି ନଦୀ ପକାକୁ ଗୋଟିଏ ବ୍ୟାଙ୍ଗ ଫିଙ୍ଗି ଦେଇଥିବା ଅଭିଯୋଗ ହୋଇଛି।
Miscellaneous
ପେଟ ଚାଖଣ୍ଡକ ପାଇଁ ଦାଦନ ଯାଇଥିଲେ, ଶବ ହୋଇ ଫେରିଲେ
ପୁଅ ରୋଜଗାର କରିବାକୁ ଯାଇ ଆଖି ବୁଜିଲେ। ଏ ଦୁଃଖଦ ଖବର ଗାଁରେ ପହଞ୍ଚିଲା ପରେ ଭାଙ୍ଗି ପଡ଼ିଥିଲା ପୂରା ପରିବାର। ରୋଜଗାରିଆ ପୁଅକୁ ହରାଇବା ପରେ କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଘରଦ୍ୱାର।
Miscellaneous
ହବିଷ୍ୟାଳୀ ଯୋଜନା; ଆସନ୍ତା ୬ରୁ ଅନଲାଇନରେ ହେବ ଆବେଦନ
। edistrict.odisha.gov.in ୱେବସାଇଟରେ ଆବେଦନ କରିପାରିବେ ହବିଷ୍ୟାଳୀ।
Miscellaneous
ଭୁବନେଶ୍ୱର ବିମାନ ବନ୍ଦରରେ ହେବ ନୂଆ ଟର୍ମିନାଲ, ୨ ବର୍ଷରେ ସରିବ କାମ
ଏବେ ଭୁବନେଶ୍ୱର ବିମାନ ବନ୍ଦରରେ ଏକ ଟର୍ମିନାଲ ଥିବା ବେଳେ ଖୁବ୍ ଶୀଘ୍ର ଆଉ ଏକ ଟର୍ମିନାଲ ନିର୍ମାଣ କରାଯିବ ।
Miscellaneous
ଶିମିଳିପାଳରେ ବୁଲୁଛି କଳାବାଘ, କ୍ୟାମେରାରେ କଏଦ ହେଲା
ଶିମିଳିପାଳର ଘଞ୍ଚ ଜଙ୍ଗଲରେ ବିଚାଣ କରୁଛି କଳାବାଘ । ଏହାର ଝଲକ ପୁଣି ଥରେ କ୍ୟାମେରାରେ କଏଦ ହୋଇଛି ।