ଆମକୁ ଫେରାଇନିଅ | Odisha Reporter
ଦକ୍ଷିଣ ଆଫ୍ରିକାରେ ଫସି ରହିଛନ୍ତି 14 ଜଣ ଓଡ଼ିଆ ଶ୍ରମିକ। ଭିଡିଓ କରି ଜଣାଇଲେ ଦୁଃଖ । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଅଞ୍ଚଳର14 ଜଣ ଶ୍ରମିକ ଦକ୍ଷିଣ ଆଫ୍ରିକାର ଗାବନ ସହରରେ ଏକ ପ୍ଲାଏଉଡ଼ କମ୍ପାନୀରେ ଶ୍ରମିକ ଭାବେ କାମ କରିବାକୁ ଯାଇଥିବା ବେଳେ କମ୍ପାନୀ କର୍ମଚାରୀଙ୍କ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
