Advertisment

ଦକ୍ଷିଣ ଆଫ୍ରିକାରେ ସାହାର୍ଯ୍ୟ ମାଗୁଛନ୍ତି ଓଡ଼ିଆ ଶ୍ରମିକ

ଦକ୍ଷିଣ ଆଫ୍ରିକାରେ ଫସି ରହିଛନ୍ତି 14 ଜଣ ଓଡ଼ିଆ ଶ୍ରମିକ। ଭିଡିଓ କରି ଜଣାଇଲେ ଦୁଃଖ ।

Advertisment

ଦକ୍ଷିଣ ଆଫ୍ରିକାରେ ଫସି ରହିଛନ୍ତି 14 ଜଣ ଓଡ଼ିଆ ଶ୍ରମିକ। ଭିଡିଓ କରି ଜଣାଇଲେ ଦୁଃଖ । କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଅଞ୍ଚଳର14 ଜଣ ଶ୍ରମିକ ଦକ୍ଷିଣ ଆଫ୍ରିକାର ଗାବନ ସହରରେ ଏକ ପ୍ଲାଏଉଡ଼ କମ୍ପାନୀରେ ଶ୍ରମିକ ଭାବେ କାମ କରିବାକୁ ଯାଇଥିବା ବେଳେ କମ୍ପାନୀ କର୍ମଚାରୀଙ୍କ ନିର୍ଯାତନାର ଶିକାର ହୋଇଥିବା ଅଭିଯୋଗ ହୋଇଛି।

Advertisment
Kendrapada Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe