ଏହି ଯୋଜନାରେ ଆସୁଛି ଟଙ୍କା ...| Bank Manager Reveals The Source of Money | Kendrapara Money News
Advertisment
ଦିନ ପରେ ଦିନ ବିତୁଥିଲା । ସମସ୍ତଙ୍କ ମନରେ ସନ୍ଦେହ ଉପୁଜୁଥିଲା । ଯେଉଁ ପ୍ରଶ୍ନ ଆପଣମାନଙ୍କ ମନରେ ଉଙ୍କି ମାରୁଥିଲା । କିଏ ପଠାଉଥିଲା ଟଙ୍କା, କେଉଁଠୁ ଆସୁଥିଲା ? କେମିତି ଆଖି ପିଛୁଳାକେ ଆକାଉଣ୍ଟରେ ଡିପୋଜିଟ ହେଉଯାଉଥିଲା ଟଙ୍କା ? ଲୋକଙ୍କର ଏସବୁ ଦ୍ୱନ୍ଦକୁ ଦୂର କରି ସ୍ପଷ୍ଟୀକରଣ ରଖିଛନ୍ତି ଶାଖା ପରିଚାଳକ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us