ଅନେକ ସମୟରେ ବିଲଡର ଗ୍ରାହକଙ୍କୁ ଧାର୍ଯ୍ୟ ସମୟରେ ଫ୍ଲାଟ ବା ପ୍ଲଟ୍ ନଦେବାର ଅଭିଯୋଗ ଆସିଥାଏ। ଧାର୍ଯ୍ୟ ସମୟର 7 ବର୍ଷ ପରେ ଫ୍ଲାଟ୍ ଦେଇଥିବାରୁ ଭୁବନେଶ୍ବରରେ 60 ଲକ୍ଷ ଟଙ୍କା ଜୋରିମାନା ଗଣିଛନ୍ତି ଜଣେ ବିଲଡର। ରିଏଲ ଇଷ୍ଟେଟ୍ କ୍ଷେତ୍ରକୁ ନିୟତ୍ରିଂତ କରିବା ପାଇଁ 2016ରୁ ସାରା ଦେଶରେ ରେରା ଆଇନ ଆସିଥିଲେ ବି ନ୍ୟାୟ ମିଳିନଥିଲା। ଏଥିପାଇଁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯିବାକୁ ପଡ଼ିଥିଲା ଭୁବନେଶ୍ବରର ସାମାଜିକ କର୍ମୀ ବିମଳେନ୍ଦୁ ପ୍ରଧାନଙ୍କୁ। ଶେଷରେ `ବିପୁଲ ଗ୍ରୀନ୍ସ’ ପ୍ରୋଜେକ୍ଟରେ ବିଳମ୍ବ ପାଇଁ ସେ କ୍ଷତିଭରଣା ପାଇଛନ୍ତି। ଗ୍ରାହକମାନେ ଏ ନେଇ କିଭଳି ଅଧିକ ସଚେତନ ହେବେ ସେ ନେଇ କହିଛନ୍ତି ବିମଳେନ୍ଦୁ ପ୍ରଧାନ...
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରସଙ୍ଗ: ୨ୟ ମେରିଟ୍ ଲିଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ
ପୂରଣ ହେବ ଖାଲି ପଡ଼ିଥିବା କନିଷ୍ଠ ଶିକ୍ଷକ ପଦବୀ। ନୂଆ କଟ୍-ଅଫ୍ ମାର୍କ ସ୍ଥିର କରି ୨ୟ ମେରିଟ୍ ଲିଷ୍ଟ ଜାରି କରିବା ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ।
Miscellaneous
ନୂଆ ବର୍ଷରୁ ନୂଆ ନିୟମ; ଏଣିକି ପ୍ରତି ମାସ ମିଳିବ ରାସନ ସାମଗ୍ରୀ
ପୂର୍ବରୁ ତିନି ମାସରେ ଥରେ ମିଳୁଥିବା ରାସନ ସାମଗ୍ରୀ ଏଣିକି ପ୍ରତିମାସ ମିଳିବ । ଜାନୁୟାରୀ ମାସରୁ ଏହି ନିୟମ ଲାଗୁ କରିବାକୁ ଯାଉଛନ୍ତି ରାଜ୍ୟ ସରକାର।
Miscellaneous
ଗଞ୍ଜାମରେ ଜାନୁଆରୀ ୩ରୁ ମଣ୍ଡିରେ ଧାନ ସଂଗ୍ରହ
ଗଞ୍ଜାମ ଜିଲ୍ଲାରେ ଡିସେମ୍ବର ୨୩ ତାରିଖରୁ ମଣ୍ଡିରେ ଧାନ ସଂଗ୍ରହ କରିବା ପାଇଁ ପୂର୍ବରୁ ନିଷ୍ପତ୍ତି ହୋଇଥିଲା।
Miscellaneous
ଘଟଣା ସଂପର୍କରେ ଶୁଣିଲେ ଆପଣ ମୁଣ୍ଡରେ ହାତ ଦେବେ
ସ୍କୁଲରେ ପ୍ରାର୍ଥନା ସରୁ ସରୁ ଶ୍ରେଣୀ ଗୃହକୁ ନ ଯାଇ ସମସ୍ତେ ସିଧା ଚାଲି ଯାଇଥିଲେ ବିଧାୟିକାଙ୍କ ଘରକୁ।
Miscellaneous
ପୂର୍ବତନ ‘ଭୁବନେଶ୍ୱର ମଧ୍ୟ’ ବିଧାୟକ ବିଜୟ ମହାନ୍ତିଙ୍କ ପରଲୋକ
ମୃତ୍ୟୁ ବେଳକୁ ତାଙ୍କୁ ୬୦ ବର୍ଷ ହୋଇଥିଲା।