Advertisment

ବିଳମ୍ବ ପାଇଁ ଦେଲେ 60 ଲକ୍ଷ ଜୋରିମାନା !

ଅନେକ ସମୟରେ ବିଲଡର ଗ୍ରାହକଙ୍କୁ ଧାର୍ଯ୍ୟ ସମୟରେ ଫ୍ଲାଟ ବା ପ୍ଲଟ୍ ନଦେବାର ଅଭିଯୋଗ ଆସିଥାଏ। ଧାର୍ଯ୍ୟ ସମୟର 7 ବର୍ଷ ପରେ ଫ୍ଲାଟ୍‌ ଦେଇଥିବାରୁ ଭୁବନେଶ୍ବରରେ 60 ଲକ୍ଷ ଟଙ୍କା ଜୋରିମାନା ଗଣିଛନ୍ତି ଜଣେ ବିଲଡର।

Advertisment

ଅନେକ ସମୟରେ ବିଲଡର ଗ୍ରାହକଙ୍କୁ ଧାର୍ଯ୍ୟ ସମୟରେ ଫ୍ଲାଟ ବା ପ୍ଲଟ୍ ନଦେବାର ଅଭିଯୋଗ ଆସିଥାଏ। ଧାର୍ଯ୍ୟ ସମୟର 7 ବର୍ଷ ପରେ ଫ୍ଲାଟ୍‌ ଦେଇଥିବାରୁ ଭୁବନେଶ୍ବରରେ 60 ଲକ୍ଷ ଟଙ୍କା ଜୋରିମାନା ଗଣିଛନ୍ତି ଜଣେ ବିଲଡର। ରିଏଲ ଇଷ୍ଟେଟ୍ କ୍ଷେତ୍ରକୁ ନିୟତ୍ରିଂତ କରିବା ପାଇଁ 2016ରୁ ସାରା ଦେଶରେ ରେରା ଆଇନ ଆସିଥିଲେ ବି ନ୍ୟାୟ ମିଳିନଥିଲା। ଏଥିପାଇଁ ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ଯିବାକୁ ପଡ଼ିଥିଲା ଭୁବନେଶ୍ବରର ସାମାଜିକ କର୍ମୀ ବିମଳେନ୍ଦୁ ପ୍ରଧାନଙ୍କୁ। ଶେଷରେ `ବିପୁଲ ଗ୍ରୀନ୍ସ’ ପ୍ରୋଜେକ୍ଟରେ ବିଳମ୍ବ ପାଇଁ ସେ କ୍ଷତିଭରଣା ପାଇଛନ୍ତି। ଗ୍ରାହକମାନେ ଏ ନେଇ କିଭଳି ଅଧିକ ସଚେତନ ହେବେ ସେ ନେଇ କହିଛନ୍ତି ବିମଳେନ୍ଦୁ ପ୍ରଧାନ...

Advertisment
Odisha Bhubaneswar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe