ଓଡ଼ିଆ ଅସ୍ମିତାର ବିକଳ ଚିତ୍ର | Odisha Reporter
ଇଏ ଆଉ ଏକ କୋଟିଆ...ସୀମା ବିବାଦରେ ଛନ୍ଦି ହୋଇଥିବା ଆଉ ଏକ ଗାଁ । ପଶ୍ଚିମବଙ୍ଗ ସୀମାନ୍ତ ବାଲେଶ୍ବର ଜିଲ୍ଲାର 'ଶଙ୍ଖାମେଦୀ' ଗାଁ। କୋରାପୁଟ କୋଟିଆ ଭଳି ଏଠି ବି ଓଡ଼ିଶା ମାଟି ଉପରେ ପଡ଼ୋଶୀର ଲୋଲୁପ ଦୃଷ୍ଟି। ତେବେ ଦେଖନ୍ତୁ...କେଉଁଠି ଓଡ଼ିଆରେ ଲେଖାଯାଇଛି, ତ ଆଉ କେଉଁଠି ବଙ୍ଗଳା ଭାଷାରେ । ୨ ରାଜ୍ୟର ସ୍କୁଲ ବି ଅଛି ଏଇ ଗୋଟିଏ ଗାଁରେ। ଓଡ଼ିଶା ଓ ପଶ୍ଚିମବଙ୍ଗ, ଏମାନେ କାହାର ବୋଲି, ନିଜେ ଦ୍ବନ୍ଦ୍ବ ଭିତରେ ଖୋଦ୍ ଏଇ ସୀମାନ୍ତବର୍ତ୍ତୀ ଗାଁ ଲୋକେ। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
