ଇଏ ଆଉ ଏକ କୋଟିଆ...ସୀମା ବିବାଦରେ ଛନ୍ଦି ହୋଇଥିବା ଆଉ ଏକ ଗାଁ । ପଶ୍ଚିମବଙ୍ଗ ସୀମାନ୍ତ ବାଲେଶ୍ବର ଜିଲ୍ଲାର 'ଶଙ୍ଖାମେଦୀ' ଗାଁ। କୋରାପୁଟ କୋଟିଆ ଭଳି ଏଠି ବି ଓଡ଼ିଶା ମାଟି ଉପରେ ପଡ଼ୋଶୀର ଲୋଲୁପ ଦୃଷ୍ଟି। ତେବେ ଦେଖନ୍ତୁ...କେଉଁଠି ଓଡ଼ିଆରେ ଲେଖାଯାଇଛି, ତ ଆଉ କେଉଁଠି ବଙ୍ଗଳା ଭାଷାରେ । ୨ ରାଜ୍ୟର ସ୍କୁଲ ବି ଅଛି ଏଇ ଗୋଟିଏ ଗାଁରେ। ଓଡ଼ିଶା ଓ ପଶ୍ଚିମବଙ୍ଗ, ଏମାନେ କାହାର ବୋଲି, ନିଜେ ଦ୍ବନ୍ଦ୍ବ ଭିତରେ ଖୋଦ୍ ଏଇ ସୀମାନ୍ତବର୍ତ୍ତୀ ଗାଁ ଲୋକେ। ଦେଖନ୍ତୁ ପୂରା ରିପୋର୍ଟ।