ଏବେ ଉଛୁଳିବ ମହାନଦୀ ! | Odisha Reporter
ମହାନଦୀ ଏବେ ନୂଆ ଜୀବନ ପାଇବ କି ? ବର୍ଷ ବର୍ଷ ଧରି ଚାଲିଥିବା ଛତିଶଗଡ ସରକାରଙ୍କ ମନମାନିରେ ଲାଗିବ କି ରୋକ ? ଆଉ ମହାନଦୀ ଲାଗିବନି ଶୁଖା ଶୁଖା, ବର୍ଷା ଦିନେ ଯେମିତି, ଖରାଦିନେ ବି ସେମିତି । ସବୁବେଳେ ରହିବ ଭରା ପାଣି । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
