ଭୁବନେଶ୍ୱର ସାଲିଆସାହି ମଧ୍ୟ ଦେଇ ଯାଇଥିବା ଦୁଇ ଶହ ଫୁଟିଆ ରାସ୍ତା ପାଇଁ ଯେଉଁ ବସ୍ତିବାସିନ୍ଦା ଘର ହରାଇଥିବେ ତାଙ୍କୁ ଏହି ଆପାର୍ଟମେଣ୍ଟରେ ଥଇଥାନ କରାଯାଇଥିବା ମେୟର କହିଛନ୍ତି। ତେବେ ରାଜଧାନୀରେ ଏହି ଚକଚକିଆ ଆପାର୍ଟମେଣ୍ଟରେ ଘର ଯୋଗାଣରେ ବ୍ୟାପକ ହେରଫେର ହୋଇଥିବା ଅଭିଯୋଗ ଆଣିଛନ୍ତି ବସ୍ତିବାସିନ୍ଦା । ଦେଖନ୍ତୁ ପୂରା ରିପୋର୍ଟ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
୧୪ଟି ଶିଳ୍ପସଂସ୍ଥାର ୪୦୯୭ କୋଟି ବିଦ୍ୟୁତ ବିଲ୍ ଛାଡ କରିଛି ବିଜେଡି ସରକାର, କେବଳ ବେଦାନ୍ତର ୩୬୦୦କୋଟି
କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଲିଖିତ ଉତ୍ତର ଦେଇ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି ଯେ, ୨୦୧୫-୧୬ ଆର୍ଥିକ ବର୍ଷରୁ ରାଜ୍ୟ ଶିଳ୍ପ ନୀତି ଓ ଏସଇଜେଡ୍ ନୀତି ଆଧାରରେ ରାଜ୍ୟ ସରକାର ୧୪ଟି ଶିଳ୍ପ ସଂସ୍ଥାର ୪୦୯୭.୬୭କୋଟି ଟଙ୍କାର ବିଦ୍ୟୁତ ଶୁଳ୍କ ଛାଡ଼ କରିଛନ୍ତି ।
Miscellaneous
ଓଡ଼ିଶାରେ ସଙ୍ଗୀନ ହେଲାଣି ଆଇପିଏସ୍ ସଙ୍କଟ: ସପ୍ତାହେ ତଳେ ୩ ଗଲେ, ପୁଣି ଯିବେ ଆଉ ୩ ଜଣ
ଗୃହ ବିଭାଗ ସୂତ୍ର ଅନୁସାରେ, ଓଡ଼ିଶାରେ ପଦୋନ୍ନତିଭିତ୍ତିକ ଆଇପିଏସ ପଦବୀ ପୂରଣ ହୋଇପାରୁନଥିବାରୁ ଏବେ ଏଭଳି ସଙ୍କଟ ଉପୁଜିଛି । ରାଜ୍ୟରେ ମୋଟ ମଞ୍ଜୁରୀପ୍ରାପ୍ତ ଆଇପିଏସ୍ ପଦବୀ ସଂଖ୍ୟା ହେଉଛି ୧୯୫ । ସେଥିରୁ ଏବେ ୬୮ଟି ପଦବୀ ଖାଲିପଡ଼ିଛି ।
Miscellaneous
ହୁସିଆର୍! ହଲ୍ମାର୍କ ନାଁରେ ବିକ୍ରି ହେଉଛି ନକଲି ସୁନା
ହଲମାର୍କ ନାଁରେ ନକଲି ସୁନା ବିକ୍ରି ଅଭିଯୋଗରେ କୁଚିଣ୍ଡାର ଅମ୍ବିକା ଜୁଏଲର୍ସ ନାଁରେ ମାମଲା ହୋଇଛି। ସେହିପରି ଜଗତସିଂହପୁର କୁଜଙ୍ଗର ରାଜଶ୍ରୀ ଜୁଏଲର୍ସ, ପୁରୀର ସୁନା ଚାନ୍ଦି ଜୁଏଲର୍ସ, ବରଗଡ଼ ବରପାଲିର ରାଧାକାନ୍ତ ଓ ସମ୍ବଲପୁର ଅଳଙ୍କାର ଜୁଏଲର୍ସର ବାତିଲ ହୋଇଛି ଲାଇସେନ୍ସ।
Miscellaneous
ଅକ୍ଷୟ ତୃତୀୟାରେ ଦୀଘା ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ; ଘୋଷଣା କଲେ ମମତା
ଦୁଇ ଦିନିଆ ଦୀଘା ଗସ୍ତରେ ଆସିଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଆଜି ମୁଖ୍ୟମନ୍ତ୍ରୀ ଶ୍ରୀଜଗନ୍ନାଥ ମନ୍ଦିର ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ। ଏଥିସହ ବେଢ଼ା ବୁଲି ଦେଖିଥିଲେ। ପରେ ମନ୍ଦିର ନିର୍ମାଣ ନେଇ ସମୀକ୍ଷା କରିଥିଲେ।
Miscellaneous
ଓଡ଼ିଶାରେ ଫେଲ୍ ମାରିଛି ହାତୀ ସୁରକ୍ଷା, ୫ବର୍ଷରେ ମରିଛନ୍ତି ୪୦୩ ହାତୀ
ଗତ ୧୦ ବର୍ଷରେ ମୋଟ ୮୫୭ଟି ହାତୀଙ୍କ ବିଭିନ୍ନ କାରଣରୁ ଅସ୍ୱାଭାବିକ ମୃତ୍ୟୁ ଘଟିଛି। ଯାହାକି ରାଜ୍ୟରେ ହାତୀ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।