ଘର ଆବଣ୍ଟନରେ ହେରଫେର ! | Odisha Reporter
Advertisment
ଭୁବନେଶ୍ୱର ସାଲିଆସାହି ମଧ୍ୟ ଦେଇ ଯାଇଥିବା ଦୁଇ ଶହ ଫୁଟିଆ ରାସ୍ତା ପାଇଁ ଯେଉଁ ବସ୍ତିବାସିନ୍ଦା ଘର ହରାଇଥିବେ ତାଙ୍କୁ ଏହି ଆପାର୍ଟମେଣ୍ଟରେ ଥଇଥାନ କରାଯାଇଥିବା ମେୟର କହିଛନ୍ତି। ତେବେ ରାଜଧାନୀରେ ଏହି ଚକଚକିଆ ଆପାର୍ଟମେଣ୍ଟରେ ଘର ଯୋଗାଣରେ ବ୍ୟାପକ ହେରଫେର ହୋଇଥିବା ଅଭିଯୋଗ ଆଣିଛନ୍ତି ବସ୍ତିବାସିନ୍ଦା । ଦେଖନ୍ତୁ ପୂରା ରିପୋର୍ଟ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us