ଦେଖିବା କ୍ଷଣି ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ |Odisha CM Mohan Charan Majhi |SCB Cuttack |Odisha Reporter
Advertisment
ଜଟିଳ ସ୍ନାୟୁଗତ ରୋଗରେ ପୀଡ଼ିତ ଥିଲେ ୧୪ ବର୍ଷର ବାଳକ ବାବୁଲି ବାରିକ। ହେଲେ ପାଖରେ ଅର୍ଥ ନଥିବାରୁ ଚିକିତ୍ସା ହୋଇପାରୁନଥିଲେ। ସୋଶାଲ ମିଡ଼ିଆ ଓ ଗଣମାଧ୍ୟମରେ ତାଙ୍କର କୋହଭରା ଭିଡ଼ିଓ ଦେଖି ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଭଦ୍ରକ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଏହା ପରେ ତତ୍ପର ହୋଇଛି ପ୍ରଶାସନ। ଗାଁରେ ପହଞ୍ଚି ବାବୁଲିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରିଥିବା ଜଣାପଡ଼ିଛି। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us