ନିଜସ୍ୱ ବାଘ ଗଣନା କଲା ଓଡ଼ିଶା: ରାଜ୍ୟରେ ୧୩ କଳାବାଘ ସମେତ ମୋଟ ୩୦ଟି ବାଘ ଚିହ୍ନଟ

ସର୍ବଭାରତୀୟ ବାଘ ଆକଳନ-୨୦୨୨ରେ ରାଜ୍ୟରେ ମୋଟ୍ ବାଘ ସଂଖ୍ୟା ୧୭ ଥିବାକୁ ଭୁଲ୍ ଦର୍ଶାଇ ଓଡ଼ିଶା ସରକାର ପ୍ରଥମଥର ପାଇଁ ନିଜସ୍ୱ ବାଘ ଗଣନା କରିଥିଲେ । ଯାହାର ରିପୋର୍ଟ ଆଜି ପ୍ରକାଶ ପାଇଛି ।

black tigers

ଜଙ୍ଗଲରେ ବୁଲୁଛି କଳା ବାଘ (ଫାଇଲ ଫଟୋ)

Ordigital Desk
  • Published: Monday, 26 February 2024
  • Updated: 27 February 2024, 08:05 AM IST

Sports

Latest News

ରାଜ୍ୟରେ ଏବେ ମୋଟ ୭ଟି ବାଘଛୁଆ ସମେତ ୩୦ଟି ବାଘ ଅଛନ୍ତି । ସେଥିରେ ୧୩ଟି କଳାବାଘ ଚିହ୍ନଟ ହୋଇଛନ୍ତି । ଶିମିଳିପାଳ ଅଭୟାରଣ୍ୟ ଅଂଚଳରେ ବିଶ୍ୱର ଏହି ବିରଳ ପ୍ରଜାତିର କଳାବାଘ ରହିଥିବା ଓଡ଼ିଶା ସରକାରଙ୍କ ରିପୋର୍ଟ କହିଛି । ସର୍ବଭାରତୀୟ ବାଘ ଆକଳନ-୨୦୨୨ରେ ରାଜ୍ୟରେ ମୋଟ୍ ବାଘ ସଂଖ୍ୟା ୧୭ ଥିବାକୁ ଭୁଲ୍ ଦର୍ଶାଇ ଓଡ଼ିଶା ସରକାର ପ୍ରଥମଥର ପାଇଁ ନିଜସ୍ୱ ବାଘ ଗଣନା କରିଥିଲେ । ଯାହାର ରିପୋର୍ଟ ଆଜି ପ୍ରକାଶ ପାଇଛି ।

ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ପ୍ରଥମଥର ବାଘ ଗଣନା ଆକଳନ ହୋଇଥିଲା । ଅତ୍ୟାଧୁନିକ କ୍ୟାମେରାରେ ବାଘଗୁଡ଼ିକର ପଦ ଚିହ୍ନକୁ ଆକଳନ ଓ ବାଘର ଫଟୋଚିତ୍ରକୁ ଆକଳନ କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି । ୨୦୨୩ ଅକ୍ଟୋବର ୧୫ରୁ ଚଳିତମାସ ୧୦ ତାରିଖ ମଧ୍ୟରେ କ୍ୟାମେରା ଏସବୁ ବାଘର ଫଟୋଚିତ୍ର ଉତ୍ତୋଳନ କରିଥିଲା ।

Also Read

ମୋଟ ୫୬୭ଟି ଫଟୋଚିତ୍ରକୁ ବିଭିନ୍ନ ଦିଗରୁ ଅତ୍ୟାଧୁନିକ ଜ୍ଞାନକୌଶଳ ଆପଣାଇ ବିଶେଷଜ୍ଞମାନେ ବିଶ୍ଲେଷଣ କରି ରାଜ୍ୟରେ ୮ଟି ଛୁଆ ବାଘ ସମେତ ମୋଟ ୩୦ଟି ବାଘ ଥିବା କହିଛନ୍ତି । ଏହି ଛୁଆ ବାଘଗୁଡ଼ିକ ଏକବର୍ଷ କମ୍ ବୟସର । ୧୪ଟି ମାଈ ଓ ୧୩ପୁରୁଷ ବାଘ ଅଛନ୍ତି । ଶିମିଳିପାଳରେ ଚିହ୍ନଟ ହୋଇଥିବା ଅନ୍ୟ ୩ଟି ବାଘ ସମ୍ପର୍କରେ ଜଣାପଡ଼ିନି । ରାଜ୍ୟର ୪୭ ଜଙ୍ଗଲ ଡିଭିଜନରେ ଏହି ସର୍ଭେ କରାଯାଇଥିଲା । ତେବେ ଏଥିରେ ଭଦ୍ରକ, ରାଜନଗର, ପୁରୀ ଓ ଚିଲିକା ଜଙ୍ଗଲ ଡିଭିଜନ ସାମିଲ ନଥିଲା।

ଶିମିଳିପାଳ ବାଘ୍ର‌୍ୟ ଅଭୟାରଣ୍ୟରେ ମୋଟ ୮ଟି ଛୁଆ ବାଘ ସମେତ ମୋଟ ୨୪ଟି ବାଘ ଚିହ୍ନଟ ହୋଇଛନ୍ତି । ଏଥିରେ ୧୩ଟି କଳାବାଘ ଅଛନ୍ତି । ଏହି କଳାବାଘରେ ୭ଟି ମାଈ ଓ ୬ ପୁରୁଷ ବାଘ ଅଛନ୍ତି । ବିଶ୍ୱରେ ଦୁର୍ଲଭ ପ୍ରଜାତିର ଏହି କଳାବାଘ କେବଳ ଓଡ଼ିଶାର ଶିମିଳିପାଳ ଜଙ୍ଗଲରେ ଦୃଶ୍ୟମାନ ହେଉଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story