Advertisment

ଦୁବାଇ ଗଲା ଓଡ଼ିଶାର ଡ୍ରାଗନ୍ ଫଳ

ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କ ଫାର୍ମ ହାଉସରୁ ଦୁବାଇକୁ ଗଲା ଡ୍ରାଗନ ଫଳ ।

author-image
Manoj Swain

ଦୁବାଇ ଗଲା ଓଡ଼ିଶା ଉତ୍ପାଦିତ ଡ୍ରାଗନ ଫଳ । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କ ଫାର୍ମ ହାଉସରୁ ଉତ୍ପାଦିତ ଡ୍ରାଗନ ଫଳ ଓଡିଶାରୁ ପ୍ରଥମ ଥର ପାଇଁ ଦୁବାଇ ପଠାଯାଇଛି। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Balangir