\'ଦୁବାଇ ଯାଉଛି ଉପମୁଖ୍ୟମନ୍ତ୍ରୀଙ୍କ ଡ୍ରାଗନ ଫ୍ରୁଟ\' | Odisha Reporter
Advertisment
ଦୁବାଇ ଗଲା ଓଡ଼ିଶା ଉତ୍ପାଦିତ ଡ୍ରାଗନ ଫଳ । ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କ ଫାର୍ମ ହାଉସରୁ ଉତ୍ପାଦିତ ଡ୍ରାଗନ ଫଳ ଓଡିଶାରୁ ପ୍ରଥମ ଥର ପାଇଁ ଦୁବାଇ ପଠାଯାଇଛି। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us