ପେଟ୍ରୋଲ ପଂପ ବାଲା ପ୍ରେସର ନଦେଲେ ଏମିତି ହେବ || Minister Krushna Chandra Patra || Petrol Pump || OR
Advertisment
ପେଟ୍ରୋଲ ପମ୍ପ ଗୁଡିକ ଉପରେ ଏବେ ରାଜ୍ୟ ସରକାରଙ୍କ ନଜର । ଏଣିକି କ୍ୱାଣ୍ଟିଟି, କ୍ୱାଲିଟି ଓ ସର୍ଭିସରେ କୌଣସି ପ୍ରକାର ଅବହେଳାକୁ ବରଦାସ୍ତ କରାଯିବ ନାହିଁ ବୋଲି ରୋକ୍ ଠୋକ୍ ଶୁଣାଇଛନ୍ତି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ବିଭାଗୀୟ ଅଧିକାରୀ ଗ୍ରାଉଣ୍ଡ ଜିରୋକୁ ଯାଇ ନିୟମିତ ଭାବେ ପମ୍ପଗୁଡିକ ଯାଞ୍ଚ କରିବେ। ଏପରିକି ଖାଉଟିଙ୍କ ମତାମତ ନେବେ, ଅପମିଶ୍ରଣର ଅଭିଯୋଗ ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ । ଦେଖନ୍ତୁ ପୂରା ରିପୋର୍ଟ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us