Advertisment

ଟଙ୍କା ଦେଲେନି, ବିକ୍ରି ହେଉଛି ସରକାରୀ ଔଷଧ କମ୍ପାନୀ !

ଦେଶର ବିଭିନ୍ନ ସରକାରୀ ହସ୍ପିଟାଲକୁ ଯାଉଥିଲା ଶହ ଶହ ଟ୍ରକ୍ ମେଡିସିନ୍। କାମ କରୁଥିଲେ ପ୍ରାୟ 1 ଶହ କର୍ମଚାରୀ।

author-image
Manoj Swain

ପ୍ରାୟ 40 ବର୍ଷ ତଳେ ଭୁବନେଶ୍ବରର ଭିଏସଏସ ନଗରରେ ଉଭୟ କେନ୍ଦ୍ର ଓ ରାଜ୍ୟସରକାରଙ୍କ ମିଳିତ ଉଦ୍ୟମରେ ପ୍ରତିଷ୍ଠା ହୋଇଥିଲା `ଓଡ଼ିଶା ଡ୍ରଗସ ଆଣ୍ଡ୍ କେମିକାଲ୍ସ ଲିମିଟେଡ’ ନାଁରେ ଔଷଧ ତିଆରି କମ୍ପାନୀ। ଦେଶର ବିଭିନ୍ନ ସରକାରୀ ହସ୍ପିଟାଲକୁ ଯାଉଥିଲା ଶହ ଶହ ଟ୍ରକ୍ ମେଡିସିନ୍। କାମ କରୁଥିଲେ ପ୍ରାୟ 1 ଶହ କର୍ମଚାରୀ। ଡିପାର୍ଟମେଣ୍ଟ ଅଫ୍ ଫାର୍ମାସିଉଟିକାଲର ସରକାରୀ କମ୍ପାନୀ ଆଇଡିପିଏଲ ବା ଇଣ୍ଡିଆନ୍ ଡ୍ରଗସ ଆଣ୍ଡ୍ ଫାର୍ମାସିଉଟିକାଲସ ହାତରେ ରହିଥିଲା ପରିଚାଳନା ଭାର। ହେଲେ.. ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha Bhubaneswar