5 କୋଟି ଦେଲେନି, ବିକ୍ରି ହେଉଛି ସରକାରୀ ଔଷଧ କମ୍ପାନୀ!| Odisha Reporter
Advertisment
ପ୍ରାୟ 40 ବର୍ଷ ତଳେ ଭୁବନେଶ୍ବରର ଭିଏସଏସ ନଗରରେ ଉଭୟ କେନ୍ଦ୍ର ଓ ରାଜ୍ୟସରକାରଙ୍କ ମିଳିତ ଉଦ୍ୟମରେ ପ୍ରତିଷ୍ଠା ହୋଇଥିଲା `ଓଡ଼ିଶା ଡ୍ରଗସ ଆଣ୍ଡ୍ କେମିକାଲ୍ସ ଲିମିଟେଡ’ ନାଁରେ ଔଷଧ ତିଆରି କମ୍ପାନୀ। ଦେଶର ବିଭିନ୍ନ ସରକାରୀ ହସ୍ପିଟାଲକୁ ଯାଉଥିଲା ଶହ ଶହ ଟ୍ରକ୍ ମେଡିସିନ୍। କାମ କରୁଥିଲେ ପ୍ରାୟ 1 ଶହ କର୍ମଚାରୀ। ଡିପାର୍ଟମେଣ୍ଟ ଅଫ୍ ଫାର୍ମାସିଉଟିକାଲର ସରକାରୀ କମ୍ପାନୀ ଆଇଡିପିଏଲ ବା ଇଣ୍ଡିଆନ୍ ଡ୍ରଗସ ଆଣ୍ଡ୍ ଫାର୍ମାସିଉଟିକାଲସ ହାତରେ ରହିଥିଲା ପରିଚାଳନା ଭାର। ହେଲେ.. ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us